ଲିଙ୍କ୍ ରୋଡରେ ଜଳିଗଲା ବସ୍, ନଥିଲେ ଯାତ୍ରୀ

କଟକ ଲିଙ୍କ୍ ରୋଡରେ ଅଗ୍ନିକାଣ୍ଡ ଘଟିଛି । ଛିଡ଼ା ହୋଇଥିବା ଏକ ବସରେ ନିଆଁ ଲାଗିବାରୁ ଏହା ହୁତୁହୁତୁ ହୋଇ ଜଳିଗଲା…