Cuttack Bali Jatra 2026 : କଟକ ବାଲିଯାତ୍ରାକୁ ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜୋରଦାର ପ୍ରସ୍ତୁତିରେ ପ୍ରଶାସନ!

ଏଥର କଟକ ବାଲିଯାତ୍ରାରେ ହେବ ଐତିହାସିକ ଆୟୋଜନ। ରୌପ୍ୟ ନଗରୀ କଟକକୁ ଆସିବେ ଦେଶର ପ୍ରଥମ ନାଗରିକ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ…