ବିହାର: କୋସୀ ନଦୀ ଉପରେ ନିର୍ମାଣାଧୀନ ପୋଲ ଖସି ଜଣଙ୍କ ମୃତ୍ୟୁ, ୯ ଆହତ

ବିହାରର ସୁପୌଲ ଜିଲ୍ଲାରେ ଶୁକ୍ରବାର ଭୋରୁ ଭୋରୁ ଘଟିଯାଇଛି ବିରାଟ ବଡ ଦୁର୍ଘଟଣା। ଜିଲ୍ଲାରେ ନିର୍ମାଣାଧୀନ ପୋଲର ଏକ ଅଂଶ ଖସିପଡିବାରୁ…