Gajapati Kidnapping Case : ଦିନ ଦ୍ୱିପ୍ରହରରେ ଫିଲ୍ମ ଷ୍ଟାଇଲରେ ଅପହରଣ, ମଧ୍ୟରାତ୍ରିରେ ଉଦ୍ଧାର ହେଲେ ଯୁବତୀ

ଗଜପତି: ଦିନ ଦ୍ୱିପ୍ରହରରେ ରାସ୍ତା ମଝିରୁ ଯୁବତୀଙ୍କୁ ଅପହରଣ। ବାପାଙ୍କ ଆଖି ସାମ୍ନାରେ ମା’ ଓ ଝିଅଙ୍କୁ ଜୋରଜବରଦସ୍ତ ବୋଲେରୋରେ ନେଇଗଲେ…