ଘଷିପୁରାରେ ବଢୁଛି କ୍ରାଇମ…’ଅଭିଯୁକ୍ତମାନଙ୍କୁ ଗିରଫ କର’

କେନ୍ଦୁଝର ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଶାଳଦେଇ ବାଲିଘାଟ ବିବାଦ(BalighatDispute)ରୁ ହତ୍ୟା ଶିକାର ହୋଇଥିବା ମଲ୍ଲି ଜେନାଙ୍କ ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରାଯାଉ…