ପରୀକ୍ଷାରେ ବିଫଳ ହେବାରୁ 9 ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା

+2 ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଆନ୍ଧ୍ର ପ୍ରଦେଶର ୯ ଜଣ ଛାତ୍ର ଛାତ୍ରୀ ଜୀବନ ହାରିଦେଇଛନ୍ତି। ବୁଧବାର ରାଜ୍ୟର ଏକାଦଶ ଓ…