ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ୧୩ ଜଣ ରୋଗୀ ସଂକ୍ରମଣର ଶିକାର, ଘରୋଇ କ୍ଲିନିକ ସିଲ୍

ମୋତିଆବିନ୍ଦୁ ଅସ୍ତ୍ରୋପଚାର ପଡିଲା ମହଙ୍ଗା । ଅସ୍ତ୍ରୋପଚାର ପରେ ହେଲେ ସଂକ୍ରମଣର ଶିକାର । ୧୩ ଜଣ ରୋଗୀଙ୍କୁ ଗୁରୁତର ଅବସ୍ଥାରେ…