କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଥାନା ଅଞ୍ଚଳରେ ଯୁବତୀ ଆଲବିନା ଗରଡ଼ାଙ୍କ ସନ୍ଦେହଜନକ ହତ୍ୟା ମାମଲାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।…