AIIMS Delhi Surgery : ଚିକିତ୍ସା ଜଗତରେ ଇତିହାସ ରଚିଲା ଦିଲ୍ଲୀ AIIMS! ମା’ ଗର୍ଭରେ ଶିଶୁର ମେରୁଦଣ୍ଡ ଅସ୍ତ୍ରୋପଚାର, ୩୦ ଜଣିଆ ଡାକ୍ତରୀ ଟିମ୍‌କୁ ବଡ଼ ସଫଳତା

ଭାରତୀୟ ଚିକିତ୍ସା ଇତିହାସରେ ନୂଆ ଅଧ୍ୟାୟ। ଜନ୍ମ ପୂର୍ବରୁ ମା’ ଗର୍ଭରେ ଶିଶୁର ମେରୁଦଣ୍ଡ ଅସ୍ତ୍ରୋପଚାର। ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି…