ବେଆଇନ ପାର୍କିଂ ପାଇଁ ଦୁର୍ଘଟଣା,ଜଣେ ମୃତ

ବେଆଇନି ପାର୍କିଂ ପାଇଁ ବାରମ୍ବାର ଘଟୁଛି ଦୁର୍ଘଟଣା । ଏବଂ ଅକାଳରେ ଚାଲିଯାଇଛି ଜୀବନ । କିନ୍ତୁ ବ୍ୟବସ୍ଥାରେ ଆସୁନି ସୁଧାର…

ବିଶ୍ବର ସବୁଠାରୁ ବୟସ୍କ କୁକୁର ବବିର ୩୧ ବର୍ଷ ବୟସରେ ମୃତ୍ୟୁ

ବିଶ୍ବର ସର୍ବକାଳୀନ ସର୍ବବରିଷ୍ଠ ତଥା ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡଧାରୀ କୁକୁରର ମୃତ୍ୟୁ । ୩୧ ବର୍ଷ ୧୬୫ ଦିନରେ…

ଅନୁଗୁଳ ଜିଲ୍ଲା ରାଇଫୁଲ ଆସୋସିଏସନ ସୁଟିଙ୍ଗ ରେଞ୍ଜର ଭୂମିପୂଜା

ଅନୁଗୁଳ ଜିଲ୍ଲାର ତାଳଚେରଠାରେ ଥିବା ଜିଲ୍ଲା ବନ୍ଧୁକ ଚାଳନା ସଙ୍ଘ ଦ୍ବାରା ୫ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ଏକ ଅତ୍ୟାଧୁନିକ…

ଅତି ଭିଷଣ ବାତ୍ୟାର ରୂପ ନେଲା ‘ହାମୁନ’

ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ହାମୁନ୍ । ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୨୩ କିମି ବେଗରେ ଗତି…

ଆଜି ରାବଣ ପୋଡି, ରାଜଧାନୀର ୬ ଟି ସ୍ଥାନକୁ ମିଳିଛି ଅନୁମତି

ରାବଣ ପୋଡି ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ରାଜଧାନୀର ୬ ଟି ସ୍ଥାନକୁ ମିଳିଛି ଅନୁମତି । ଝାରପଡା, ବରମୁଣ୍ଡା, ନହାରକଣ୍ଟା,…

ପୁରୀ: ଆଜି ମହାପ୍ରଭୁ ଜଗନ୍ନାଥଙ୍କ ରାଜରାଜେଶ୍ବର ବେଶ, ଅବକାଶ ନୀତି ପରେ ତିନି ବାଡରେ ହେବ ଚନ୍ଦନଲାଗି, ନୂଆ ଲୁଗା, ଅଳଙ୍କାର ଲାଗି ପରେ ସୁନା ବେଶରେ ଦେବେ ଦର୍ଶନ, ସୁନା ବେଶ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ

ଫ୍ରାନ୍ସ: ତେଲ ଆଭିଭରେ ରାଷ୍ଟ୍ରପତି ଏମ୍ମାନୁଏଲ ମାକ୍ରୋନ, ଇଜରାଏଲ-ହମାସ ବିବାଦ ଭିତରେ ଆଜି ସେ କରିଛନ୍ତି ଇଜରାଏଲ ଗସ୍ତ, ପୂର୍ବରୁ ଆମେରିକା, ବ୍ରିଟେନ ପରି ବହୁ ରାଷ୍ଟ୍ରମୁଖ୍ୟ କଲେଣି ଇଜରାଏଲ ଗସ୍ତ

କଟକ: ଭସାଣ ପାଇଁ କମିଶନରେଟ ପୋଲିର ସ୍ବତନ୍ତ୍ର ଗାଇଡଲାଇନ, ମୁଖ୍ୟ ରାସ୍ତାରେ ଯାନବାହାନ ଚଳାଚଳ ରହିବ ବନ୍ଦ, କଲେଜ ଛକରୁ ବକ୍ସିବଜାର ରାସ୍ତା, ତିନିକୋଣିଆ ବଗିଚାରୁ ଚାନ୍ଦିନୀ ଚୌକ, ଚୌଧୁରୀ ବଜାରରୁ ପୂର୍ଣ୍ଣସାହି ଛକ ଯାଏଁ ଗଡିବନି ଯାନ

ଭୁବନେଶ୍ବର: ଆଜି ବିଜୟା ଦଶମୀ, ଅସତ୍ୟ ଉପରେ ସତ୍ୟର ବିଜୟ, ଅନ୍ୟାୟ ଉପରେ ନ୍ୟାୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟର ଦିନ, ଦଶଭୁଜା ମା ଦୁର୍ଗାଙ୍କ ଚାଲିଛି ସ୍ବତନ୍ତ୍ର ପୂଜା, ରାବଣ ପୋଡି ପାଇଁ ଚାଲିଛି ପ୍ରସ୍ତୁତି

ଭୁବନେଶ୍ବର: ପୂର୍ବତନ 5-ଟି ସଚିବ ଭି କେ ପାଣ୍ଡିଆନ ହେଲେ 5-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ, ଗତ ୨୦ ତାରିଖରେ ସେ ଭିଆରଏସ ପାଇଁ କରିଥିଲେ ଆବେଦନ, ଗତକାଲି କେନ୍ଦ୍ର ତାଙ୍କ ଆବେଦନକୁ ଦେଇଛି ମଞ୍ଜୁରୀ