ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ତୀରନ୍ଦାଜୀରେ ଭାରତକୁ ବ୍ରୋଞ୍ଜ ପଦକ, ମହିଳା ରିକର୍ଭ ଟିମ୍‌ ଇଭେଣ୍ଟରେ ବ୍ରୋଞ୍ଜ ପଦକ, ଭିଏତନାମକୁ ୬-୨ରେ ହରାଇ ବ୍ରୋଞ୍ଜ ପଦକ ହାସଲ, ଅଙ୍କିତା, ଭଜନ କୌର ଓ ସିମରନ୍‌ଜିତ୍‌ଙ୍କ ସଫଳତା,ଭାରତକୁ ୨୧ ସ୍ୱର୍ଣ୍ଣ, ୩୨ ରୌପ୍ୟ, ୩୪ ବ୍ରୋଞ୍ଜ ସହ ୮୭ ପଦକ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ଟି ଟ୍ୱେଣ୍ଟି ଫାଇନାଲରେ ଭାରତ, ବାଂଲାଦେଶକୁ ୯ ୱିକେଟରେ ହରାଇଲା ଭାରତ, ଆସନ୍ତାକାଲି ସ୍ୱର୍ଣ୍ଣ ପଦକ ପାଇଁ ଲଢ଼ିବ ଭାରତୀୟ ଟିମ୍, ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରୁ ବିଜୟୀ ଟିମ୍‌ ସହ ଫାଇନାଲ ମ୍ୟାଚ୍

ଭୁବନେଶ୍ବର: ଲୋକସେବା ଭବନରେ ପ୍ରାକ ବାତ୍ୟା ପ୍ରସ୍ତୁତି ବୈଠକ, ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ଉଚ୍ଚସ୍ତରୀୟ ବୈଠକ, ସମ୍ଭାବ୍ୟ ବାତ୍ୟା ପାଇଁ ଆଗୁଆ ସତର୍କ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଚତୁର୍ଥ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ପୁଣି RBIର ରେପୋ ରେଟ୍‌ ୬.୫%, ପ୍ରେସ୍‌ମିଟ୍‌ରେ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସୂଚନା

ସୋସିଆଲ ମିଡିଆ X ରେ ବର୍ଷାଙ୍କୁ ଅନୁଭବ କହିଲେ ଏହି କଥା…

ସିନେ ଦମ୍ପତ୍ତି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ମାମଲା ଭିତରେ ଆଜି ସୋସିଆଲ ମିଡିଆ ‘ଏକ୍ସ’ରେ ଓଲିଉଡ୍ ଅଭିନେତା ତଥା ସାଂସଦ ଅନୁଭବ…

Flirting With Sincere Interest

Talking with sincere attention is a way to demonstrate your desire https://russiansbrides.com/russian-women-personals-review/ to get to know…

ନୂଆଦିଲ୍ଲୀ: କ୍ରିକେଟ ମହାକୁମ୍ଭ ପାଇଁ ପ୍ରସ୍ତୁତ ଭାରତ, ସବୁ ମ୍ୟାଚ ହେବ ଭାରତରେ, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଭିତରେ ପ୍ରଥମ ମ୍ୟାଚ, ୪୬ ଦିନରେ ହେବ ମୋଟ ୪୮ ମ୍ୟାଚ, ମହାକୁମ୍ଭରେ ୧୦ ଦେଶ ସାମିଲ

ମଧ୍ୟପ୍ରଦେଶ: ସରକାରଙ୍କ ବଡ ଘୋଷଣା, ଚାକିରି କ୍ଷେତ୍ରରେ ମହିଳାଙ୍କ ପାଇଁ ହେବ ସଂରକ୍ଷଣ, ୩୫ ପ୍ରତିଶତ ସିଟ ରହିବ ମହିଳାଙ୍କ ପାଇଁ

ନୂଆଦିଲ୍ଲୀ: ଏସୀୟ କ୍ରୀଡାରେ ଭାରତକୁ ଆଉ ଏକ ସୁବର୍ଣ୍ଣ, ମହିଳା ତୀରନ୍ଦାଜିରେ ଏହି ସଫଳତା, ଜ୍ୟୋତି, ଅଦିତି ଓ ପରନୀତ କୌର ଆଣିଦେଲେ ଗୌରବ

ସମ୍ବଲପୁର: ବୁର୍ଲା ଭୀମସାରରେ ଗଣ୍ଡଗୋଳ, ଡକ୍ତରୀ ଛାତ୍ର ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ, ଉଭୟ ଗୋଷ୍ଠୀରୁ ଦୁଇ ଆହତ, ଥାନାରେ ମାମଲା