ଉତ୍ତରପ୍ରଦେଶ: ମେରଟର ଲୋହିଆ ନଗରରେ ବିସ୍ଫୋରଣ, ସାବୁନ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣରେ ୪ ମୃତ, ୩ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ଭିକାରୀଙ୍କ ଉପରେ ବିଏମସିର କଡା ଆଭିମୁଖ୍ୟ, ରାଜଧାନୀ ହେବ ଭିକାରୀ ମୁକ୍ତ, ମନ୍ଦିର, ମଣ୍ଡପ, ରାସ୍ତାରେ ଭିକ ମାଗିବେନି ଭିକାରୀ, ବୈଠକରେ ବିଏମସିର ନିଷ୍ପତ୍ତି

ଭୁବନେଶ୍ବର: ରାଜ୍ୟର ପ୍ରଥମ ମହିଳା ଗୀତିକାରଙ୍କ ନିଧନ, ୮୪ ବର୍ଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବିନୋଦିନୀ ଦେବୀ, ମଲାଜହ୍ନ ଚଳଚ୍ଚିତ୍ର ଜରିଆରେ ୧୯୬୫ରୁ ଆରମ୍ଭ କରିଥିଲେ ଗୀତ ଲେଖା

ଉତ୍ତରାଖଣ୍ଡ: ପିଥୋରଗଡରେ ଭୂକମ୍ପ ଝଟକା, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪ ରେକର୍ଡ, ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ଭୂମିକମ୍ପ ସୂଚନା

ଭୁବନେଶ୍ବର: ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ, ୭୩ ବର୍ଷରେ ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ନିଧନ, ୧୯୯୫- ୨୦୦୦ ପର୍ଯ୍ୟନ୍ତ କଂଗ୍ରେସରୁ ବିଧାୟକ ହୋଇଥିଲେ, ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକ

କଣ୍ଟାବାଞ୍ଜି: ୫୯ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ, ୨ ଗୁରୁତର, ଫୁଗୁଡା ଛକ ନିକଟରେ ଟ୍ରକ ଓ ବୋଲେରୋ ଭିତରେ ମୁହାଁମୁହିଁ ଧକ୍କା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ, ୭୮ ବର୍ଷରେ ପଦାର୍ପଣ କଲେ ନବୀନ, ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ, ସେପଟେ ଭଉଣୀଙ୍କ ନିଧନ ପାଇଁ ଚଳିତ ବର୍ଷ ନିରାଡମ୍ବର ହେବ ଜନ୍ମଦିନ

Online Dating Advice For Men That can assist you in Finding Success

It can feel a little intimidating if you’re new to online dating or have n’t been…

ଭୁବନେଶ୍ବର: ଆଉ ଦୁଇ ଜିଲ୍ଲାରେ ଆରମ୍ଭ ହେବ ଆମ ଓଡିଶା ନବୀନ ଓଡିଶା, ପୁରୀ ଓ ନୟାଗଡ ପାଇଁ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ଯୋଜନାରେ ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ ଟଙ୍କା

ପୁରୀ: ଶ୍ରୀମନ୍ଦିର ଡ୍ରେସ କୋଡକୁ ନେଇ ପରାମର୍ଶ ଜାରି, ପୁରୁଷଙ୍କ ପାଇଁ ପ୍ୟାଣ୍ଟ ସାର୍ଟ, ଚୁଡିଦାର ପଞ୍ଜାବୀ, ଧୋତି କୁର୍ତ୍ତା ପରି ପାରମ୍ପରିକ ପୋଷାକ, ମହିଳା ପିନ୍ଧିପାରିବେ ସାଢୀ ଓ ସାଲୱାର, ହାପ ପ୍ୟାଣ୍ଟ/ ଚିରା ଜିନ୍ସ ପରି ପୋଷାକ ଉପରେ ପ୍ରତିବନ୍ଧକ