ଭୁବନେଶ୍ବର: ବିଏମସି ଅଫିସ ଆଗରେ ଧସ୍ତାଧସ୍ତି, ପୋଲିସ ଓ ବିଜେପି କର୍ମୀ ମୁହାଁମୁହିଁ, ପୋଲିସ ଉପରକୁ ବିଜେପିର ଗୋବର ମାଡ, ଅଳିଆ ଗଦାକୁ ନେଇ ବିଜେପିର ପ୍ରତିବାଦ

ଉତ୍ତରପ୍ରଦେଶ: ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ, ଆଜି ସକାଳେ ମୁଜାଫରନଗରରେ ଘଟିଛି ଦୁର୍ଘଟଣା, ୬ ଜଣ କାରରେ ଦିଲ୍ଲୀରୁ ହରିଦ୍ବାର ଯିବା ବାଟରେ ଦୁର୍ଘଟଣା, କାର ଧକ୍କା ଦେଇଥିଲା ଟ୍ରକକୁ, ଘଟଣାସ୍ଥଳରେ ସମସ୍ତ କାର ଆରୋହୀଙ୍କ ମୃତ୍ୟୁ

ଭୁବନେଶ୍ବର: ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟରୁ ଲଘୁଚାପ କ୍ଷେତ୍ର ସୃଷ୍ଟ, ୧୬ ତାରିଖକୁ ନେବ ଅବପାତର ରୂପ, ପ୍ରଭାବରେ ୧୫ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ପୂର୍ବାନୁମାନ

ନୟାଗଡ: ନୂଆଗାଁ ସୋରଡାର ନାବାଳିକାଙ୍କ ମୃତଦେହ ଫୁରିଙ୍ଗିଆରୁ ଠାବ, ମାଟି ଖୋଳି ଉଦ୍ଧାର କଲା ପୋଲିସ, ମାମଲାରେ ନାବାଳିକାଙ୍କ ପିଉସା ଓ ଦୁଇ ସମ୍ପର୍କୀୟ ଭାଇ ଗିରଫ, ପ୍ରେମ ସମ୍ପର୍କକୁ ନେଇ ହତ୍ୟା ପରେ ପ୍ରମାଣ ନଷ୍ଟ ସନ୍ଦେହ

କଟକ: କାଠଯୋଡି ପୋଳ ତଳୁ ନାବାଳକଙ୍କ ମୃତଦେହ ଉଦ୍ଧାର, ମୃତକ ହେଲେ କଲ୍ୟାଣନଗର ଅଞ୍ଚଳର ୧୦ମ ଶ୍ରେଣୀ ଛାତ୍ର, କିଛି ଦିନରୁ ଛାତ୍ର ନିଖୋଜ ଥିଲେ, ମଧୁପାଟଣା ଥାନାରେ ହୋଇଥିଲା ଅଭିଯୋଗ

ସୋନପୁର: ବୁର୍ଡା କଇଁଫୁଲ ଗାଁରେ ବୋରୱେଲରେ ଫସିଛନ୍ତି ବୃଦ୍ଧ, କାଲି ରାତିରେ ୨୦ ଫୁଟ ଗାତରେ ପଡିଥିଲେ ବୃଦ୍ଧା, ଏନଡିଆରଏଫ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି, ବୃଦ୍ଧଙ୍କ ପାଖକୁ ପଠାଯାଉଛି ଅକ୍ସିଜେନ

Hace el trabajo Tragamonedas Nuevas De balde

Content Descubre Cada cosa que Potenciales Sobre El Juego Juegos Tragamonedas Regalado Faraon Fortune: En caso…

ପୁରୀ: ଅଗ୍ନିକାଣ୍ଡରେ ୬ ବଖରା ପୋଡି ଛାରଖାର, କୃଷ୍ଣପ୍ରସାଦ ବାଲିପାଟପୁରର ଗୋଟିଏ ଘରେ ନିଆଁ, ୬ ଗୋରୁ ଜୀବନ୍ତ ଦଗ୍ଧ, ୪୦ ବସ୍ତା ଧାନ, ଆସବାବପତ୍ର ପୋଡି ପାଉଁଶ

ନୂଆଦିଲ୍ଲୀ: ପ୍ରଦୂଷଣରେ ଜାତୀୟ ରାଜଧାନୀ ବେହାଲ, ବାଣ ଫୁଟାଇ ଧୂଆଁମୟ ବାୟୁମଣ୍ଡଳ, ବହୁ ସ୍ଥାନରେ ଏକ୍ୟୁଆଇ ୯ ଶହ ପାର, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି ଦିଲ୍ଲୀବାସୀ

ଉତ୍ତରାଖଣ୍ଡ: ଚାରି ଧାମ ଟନେଲ ଭୁଶୁଡିବା ଘଟଣା, ୪୦ରୁ ୪୫ ଶ୍ରମିକ ଫସିଛନ୍ତି, ସେମାନଙ୍କ ମଧ୍ୟରେ ୫ ଓଡିଆ, ଏନଡିଆରଏଫ, ଏସଡିଆରଏଫ, ଆଇଟିବିପି ଉଦ୍ଧାର କାର୍ଯ୍ୟରେ ସାମିଲ