Mostbet Azerbaycan ᐈ Onlayn casino oynayın Mostbet AZ sayt

Mostbet Azerbaycan ᐈ Onlayn casino oynayın Mostbet AZ sayti Mostbet AZ-90 kazino azerbaycan Ən yaxşı bukmeyker…

ଭୁବନେଶ୍ବର: ପୋଲିସ ଡିଜି ସୁନିଲ ବଂଶଲଙ୍କ ଅବସର ଆବେଦନ ମଞ୍ଜୁର, ରାଜ୍ୟ ସରକାରଙ୍କ ଦ୍ବାରା ମିଳିଲା ଅନୁମତି, ଅବସର ଅନୁମତି ନେଇ ଗୃହ ବିଭାଗର ବିଜ୍ଞପ୍ତି, ଆସନ୍ତା ଡିସେମ୍ବର ୩୧ରେ ଅବସର ନେବାକୁ ହୋଇଥିଲା ଆବେଦନ

ବାଲେଶ୍ବର:ଖନ୍ତାପଡାରେ ଲୁଟ, ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ୩ ଲକ୍ଷ ୭୦ ହଜାର ଟଙ୍କା ସହ ସୁନାଗହଣା ଲୁଟିନେଲେ

ଗୁଜରାଟ: ଆସନ୍ତା କାଲି ବିଶ୍ବକପ କ୍ରିକେଟ୍ ଫାଇନାଲ ମ୍ୟାଚ୍, ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଖେଳ, ଖେଳ ପୂର୍ବରୁ ସୂର୍ଯ୍ୟକିରଣ ଏରୋବଟିକ ଟିମ କରିବ ଏୟାର ସୋ

ବଲାଙ୍ଗୀର: କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡିଶା ବନ୍ଦ, ସକାଳ ୬ରୁ କୋଶଳ ସେନା ପକ୍ଷରୁ ପିକେଟିଂ, ୧୧ ଜିଲ୍ଲା ବନ୍ଦରେ ସାମିଲ, ଜରୁରୀ ସେବା, ଆମ୍ବୁଲାନ୍ସ, ପରୀକ୍ଷାର୍ଥୀଙ୍କୁ ବନ୍ଦରୁ ବାଦ, ବନ୍ଦରେ ସମ୍ବଲପୁର ହୋଇନି ସାମିଲ

ଭୁବନେଶ୍ବର: ରାଜଧାନୀରେ ଅଙ୍ଗ ଚୋରି ଅଭିଯୋଗ, ବ୍ୟକ୍ତିଙ୍କ ଆଖି, କିଡନୀ ତାଡି ନେଇଥିବା ଅଭିଯୋଗ କଲେ ମୃତକଙ୍କ ଭାଇ, କ୍ୟାପିଟାଲ ଥାନାରେ ମାମଲା, ୧୦୮ ଆମ୍ବୁଲାନ୍ସରେ ହସ୍ପିଟାଲ ଯାଇ ଆଉ ଫେରି ନ ଥିଲେ ମୃତକ, ଓଲଟପୁର ବିଲରୁ ମୃତଦେହ ଠାବ

ଜମ୍ମୁ କାଶ୍ମୀର: କୁଲଗାମରେ ସେନାର ବଡ ସଫଳତା, ୩ ଲସ୍କର ଆତଙ୍କୀ ଏନକାଉଣ୍ଟରରେ ନିହତ, ୨ ଆତଙ୍କୀ ଅଞ୍ଚଳରେ ଲୁଚିଥିବା ଆଶଙ୍କା, ଅଞ୍ଚଳରେ ଚାଲିଛି ସର୍ଚ୍ଚ ଅପରେସନ

ନୂଆଦିଲ୍ଲୀ: ବାତ୍ୟାର ରୂପ ନେଲା ଗଭୀର ଅବପାତ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି, ଉତ୍ତର- ଉତ୍ତର ପୂର୍ବ ଦିଗକୁ କରୁଛି ଗତି, ବାଙ୍ଗଲାଦେଶର ଖେପୁପରାରେ ବିଳମ୍ବିତ ରାତିରେ ହେବ ଲ୍ୟାଣ୍ଡଫଲ

ଅନୁଗୁଳ: କିଶୋରନଗର ବରଗାପାଲିରେ ସଡକ ଦୁର୍ଘଟଣା, ଲୋକଙ୍କ ଉପରେ ଚଢିଗଲା ଟ୍ରକ୍, ୩ ମୃତ୍ୟୁ ବେଳେ ଜଣେ ଗୁରୁତର

ନୂଆଦିଲ୍ଲୀ: ଆଜି ମଧ୍ୟ ପ୍ରଦେଶରେ ମତଦାନ, ୨୩୦ ଆସନରେ ଗୋଟିଏ ପର୍ଯ୍ୟାୟରେ ଚାଲିଛି ଭୋଟ ଦାନ, ସେପଟେ ଛତିଶଗଡରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ, ୭୦ ଆସନରେ ଚାଲିଛି ଭୋଟିଂ