ଭୁବନେଶ୍ବର: ରାଜଧାନୀରେ ଅଙ୍ଗ ଚୋରି ଅଭିଯୋଗ, ବ୍ୟକ୍ତିଙ୍କ ଆଖି, କିଡନୀ ତାଡି ନେଇଥିବା ଅଭିଯୋଗ କଲେ ମୃତକଙ୍କ ଭାଇ, କ୍ୟାପିଟାଲ ଥାନାରେ ମାମଲା, ୧୦୮ ଆମ୍ବୁଲାନ୍ସରେ ହସ୍ପିଟାଲ ଯାଇ ଆଉ ଫେରି ନ ଥିଲେ ମୃତକ, ଓଲଟପୁର ବିଲରୁ ମୃତଦେହ ଠାବ

ଜମ୍ମୁ କାଶ୍ମୀର: କୁଲଗାମରେ ସେନାର ବଡ ସଫଳତା, ୩ ଲସ୍କର ଆତଙ୍କୀ ଏନକାଉଣ୍ଟରରେ ନିହତ, ୨ ଆତଙ୍କୀ ଅଞ୍ଚଳରେ ଲୁଚିଥିବା ଆଶଙ୍କା, ଅଞ୍ଚଳରେ ଚାଲିଛି ସର୍ଚ୍ଚ ଅପରେସନ

ନୂଆଦିଲ୍ଲୀ: ବାତ୍ୟାର ରୂପ ନେଲା ଗଭୀର ଅବପାତ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି, ଉତ୍ତର- ଉତ୍ତର ପୂର୍ବ ଦିଗକୁ କରୁଛି ଗତି, ବାଙ୍ଗଲାଦେଶର ଖେପୁପରାରେ ବିଳମ୍ବିତ ରାତିରେ ହେବ ଲ୍ୟାଣ୍ଡଫଲ

ଅନୁଗୁଳ: କିଶୋରନଗର ବରଗାପାଲିରେ ସଡକ ଦୁର୍ଘଟଣା, ଲୋକଙ୍କ ଉପରେ ଚଢିଗଲା ଟ୍ରକ୍, ୩ ମୃତ୍ୟୁ ବେଳେ ଜଣେ ଗୁରୁତର

ନୂଆଦିଲ୍ଲୀ: ଆଜି ମଧ୍ୟ ପ୍ରଦେଶରେ ମତଦାନ, ୨୩୦ ଆସନରେ ଗୋଟିଏ ପର୍ଯ୍ୟାୟରେ ଚାଲିଛି ଭୋଟ ଦାନ, ସେପଟେ ଛତିଶଗଡରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ, ୭୦ ଆସନରେ ଚାଲିଛି ଭୋଟିଂ

ଭୁବନେଶ୍ବର: ଅନୁସୂଚିତ ଜନଜାତି ଜମି କିଣାବିକା ନିଷ୍ପତ୍ତି ସ୍ଥଗିତ, ନିଷ୍ପତ୍ତି ଉପରେ ରାଜସ୍ବ ମନ୍ତ୍ରୀଙ୍କ ରୋକ, ଏକ୍ସ ପ୍ଲାଟଫର୍ମରେ ଏନେଇ ଦେଲେ ସୂଚନା, ଗତ ୧୪ରେ କ୍ୟାବିନେଟ ବୈଠକରେ ନିଆଯାଇଥିଲା ନିଷ୍ପତ୍ତି

1win Betting And On Line Casino Official On-line Web Site ᐈ Registration Bonus 75000

1win Betting And On Line Casino Official On-line Web Site ᐈ Registration Bonus 75000 In the…

ପୁରୀ: ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ଆରମ୍ଭ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଏସଆଇର କାମ ଆରମ୍ଭ, ନାଟମଣ୍ଡପ ମରାମତିରେ ବିଳମ୍ବତାକୁ ନେଇ କ୍ଷୁବ୍ଧ ହୋଇଥିଲେ ହାଇକୋର୍ଟ, କାମ ସରିବାକୁ ଲାଗିବ ୧୨୦ ଦିନ: ଏଏସଆଇ ଅଧିକାରୀ

ଜମ୍ମୁ କାଶ୍ମୀର: ପୁଞ୍ଜ ଜିଲ୍ଲାରେ ବଡଧରଣର ବିସ୍ଫୋରଣ, ସୁରନକୋଟ ବସଷ୍ଟାଣ୍ଡ ବିସ୍ଫୋରଣରେ କ୍ଷତିଗ୍ରସ୍ତ,କେହି ମୃତାହତ ହୋଇନଥିବା ବେଳେ ବ୍ଲାଷ୍ଟର କାରଣ ଅସ୍ପଷ୍ଟ, ଅଞ୍ଚଳକୁ ସିଲ କରି ଚାଲିଛି ଛାନଭିନ

ସୁନ୍ଦରଗଡ: ରାଉରକେଲାର ଶୁଭମ୍ କାରଖାନାରେ ବିସ୍ଫୋରଣ, ଜଣେ ଶ୍ରମିକଙ୍କ ମୃତ୍ୟୁ, ଦୁଇ ଗୁରୁତର, ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି, ବିସ୍ଫୋରଣର କାରଣ ଅସ୍ପଷ୍ଟ, ପୋଲିସ କରୁଛି ତଦନ୍ତ