ଧାରା ୩୭୪ ଉପରେ ଲାଗିଲା କଟକଣା, ୱାକଫ୍ ସମ୍ପତ୍ତିରେ ତୃତୀୟ ପକ୍ଷ ଅଧିକାର ନାହିଁ

ୱାକଫ୍ ଆଇନକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ସମ୍ପୂର୍ଣ୍ଣ ଆଇନକୁ ସ୍ଥଗିତ କରିବା…

ବିଜେପି ବିଧାୟକ ରବି ନେଗୀ ମହୁଆ ମୋଇତ୍ରାଙ୍କ ବିରୋଧରେ ପୋଲିସ ଆଗରେ ଆଣିଲେ ଅଭିଯୋଗ, ଜାଣନ୍ତୁ କଣ ଥିଲା ପୁରା ମାମଲା?

ଦିଲ୍ଲୀର ବିଜେପି ବିଧାୟକ ରବି ନେଗି ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ପୋଲିସରେ ଅଭିଯୋଗ ଦାଖଲ କରିଛନ୍ତି। ମହୁଆ ମୋଇତ୍ରା…

ଭାରତ ବିଜୟର ବ୍ଲୁ ପ୍ରିଣ୍ଟ

ସେପ୍ଟେମ୍ବର 9 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ, ଏହା ସହ ଭାରତକୁ ମିଳିବ ବିଜୟର ବ୍ଲୁ ପ୍ରିଣ୍ଟ, କାହିଁକି…

ଘର ସଜାଡୁଛି ବିଜେଡି!

ଆରମ୍ଭ ହେଲାଣି ବିଜେଡିର ଘର ସଜଡା, ଶଙ୍ଖ ଗଡ଼କୁ ମଜଭୁତ କରିବାକୁ ମୂଳରୁ ଡାଳ ହେଲେଣି ସଭିଏଁ ପ୍ରସ୍ତୁତ, ଜନତାଙ୍କ ଠାରୁ…

ଓଡିଶାର ଯୁବା ଆଜି ବିପଥଗାମୀ!

ରାଜ୍ୟରେ ବଢିବାକୁ ଲାଗିଛି HIV ଏହା ଆପଣଙ୍କୁ ଏକ ଛୋଟ ସମସ୍ୟା ଭଳି ମନେ ହେଉଥିବ ନିଶ୍ଚୟ କିନ୍ତୁ ଏକ ରିପୋର୍ଟ…

ସରୋବର ଯୋଜନାରେ ମହାଦୁର୍ନୀତି

ଅମୣତ ସରୋବର ଯୋଜନାରେ ମହାଦୁର୍ନୀତି। ଯୋଜନା ନାମରେ ଖାଇଗଲେ ଲକ୍ଷାଧିକ ଟଙ୍କା । ଖେlଦ ମୂଖ୍ୟମନ୍ତ୍ରୀ ବ୍ଲକରେ ଏଭଳି ଏମିତି ଦୁର୍ନୀତି…

କିଏ ମାଡି ବସିଲା ରାହୁଲଙ୍କୁ!

ଭିଡରୁ ଦୈଡି ଆସିଲା ରାହୁଲ ପ୍ରେମି … କିଛି କହିବା … ବୁଝିବା ଆଗରୁ ମାଡି ବସିଲା ଉପରେ ଆଉ ତା…

ପଲ୍ଲୀ ଠୁ ଦିଲ୍ଲୀ ଚର୍ଚ୍ଚାରେ, ପୁଣି ଫେରିବ ବିଜେଡି

ହଜିଯିବେ ପାଣ୍ଡିଆନ , ପୁଣି ଫେରିବ ବିଜେଡି , ନୂଆ ନୂଆ ରଣନୀତି ନେଇ ଏବେ ବିଜେଡି ଦଳକୁ ସଜାଡୁଥିବା କଥା…

ବଳ ସାଉଁଟାଉଛି ଚାନ୍ଦବାଲି କଂଗ୍ରେସ

ଚାନ୍ଦବାଲିରେ ବଳ ଗୋଟାଉଛି କଂଗ୍ରେସ । ଜଳେଶ୍ଵରପୁର ଠାରେ କଂଗ୍ରେସର ସଭାପତି ଓ ଯୁବ ସଭାପତି ଚୟନ ଏବଂ ମିଶ୍ରଣ ପର୍ବ…

ସବୁ ଏକା ହଡପ କରିବାକୁ ଯୋଜନା!

ଆଗରୁ ଖୋଲୁନଥିଲେ ମୁହଁ, ଏବେ ଦଳ ଯିବା ପରେ ସବୁ ଖୋଲିଲେଣି ମୁହଁ, ଆଗରୁ ବିଜେପି ବିରୋଧୀ ଆସନରେ ଥିବା ବେଳେ…