ପୋଖରୀରେ ବୁଡ଼ି ଯୁବକ ମୃତ୍ୟୁ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଧୀନ ତାଳବନ୍ଧ ପୋଖରୀ କୁ ଗାଧୋଇବାକୁ ଯାଇ ପାଣି ରେ ବୁଡ଼ି ଯୁବକ ଜଣକ ଙ୍କ ମୃତ୍ୟୁ ହୋଇଛି |ଯୁବକ ଜଣକ ହେଲେ ଜୁନାଗଡ଼ ସହର ସ୍ଥିତ ତାଳବନ୍ଧ ପଡା ର କୋଟି ମହାଳିକ | ଜୁନାଗଡ଼ ପୋଲିସ ଘଟଣା ସ୍ଥଳ କୁ ଯାଇ ଶବ ଉଦ୍ଧାର କରିବା ସହ , ଶବ ବ୍ୟବଚ୍ଛେଦ ପାଇଁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ୟ କେନ୍ଦ୍ର କୁ ପଠେଇ ଘଟଣା ର ଅଧିକ ତଦନ୍ତ ଚଳାଇଛି ।