ମୋହନ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାରେ ନବ ଗଠିତ ବିଜେପି ସରକାର ଅତି କମରେ ୨୨ ଅଧିକାରୀଙ୍କୁ ପଦୋନ୍ନତି ପ୍ରଦାନ କରିଛନ୍ତି । ଆସନ୍ତୁ ଜାଣିବା କେଉଁ ଅଧିକାରୀ କେଉଁ ପଦବୀ ପାଇଲେ…
୧) ପ୍ରଦୀପ କୁମାର ବେହେରା (ଅତିରିକ୍ତ ସଚିବ) -ଏସଟି ଏବଂ ଏସି ବିଭାଗ
୨) ମାୟାଧର ପଟ୍ଟାୟତ (ଅତିରିକ୍ତ ସଚିବ) -ଏଚ୍ ଏବଂ ୟୁଡି ବିଭାଗ
୩) ନୃସିଂହ ଚରଣ ମିଶ୍ର (ଅତିରିକ୍ତ ସଚିବ) -ଏସଟି ଏବଂ ଏସି ବିଭାଗ
୪) ଚିତ୍ତରଞ୍ଜନ ମହାନ୍ତି(ଅତିରିକ୍ତ ସଚିବ) -ଇସ୍ରାତ ଓ ଖଣି ବିଭାଗ
୫) ଧରଣିଧର ମହନ୍ତ (ଅତିରିକ୍ତ ସଚିବ) -ରାଜସ୍ୱ ଏବଂ ଡିଏମ ବିଭାଗ
୬) ଅଭୟ କୁମାର ମହାନ୍ତି (ଅତିରିକ୍ତ ସଚିବ)-ପି ଏବଂ ସି ବିଭାଗ
୭) ଧନେଶ୍ୱର ପଣ୍ଡା (ଯୁଗ୍ମ ସଚିବ)-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
୮) ଚିରଞ୍ଜିବ ନାରାୟଣ ଧାର (ଯୁଗ୍ମ ସଚିବ)-ଜଙ୍ଗଲ ବିଭାଗ
୯) ଜୟନ୍ତ କୁମାର ବେହେରା (ଯୁଗ୍ମ ସଚିବ)-ଜଙ୍ଗଲ ବିଭାଗ
୧୦) ବସନ୍ତ କୁମାର ମଲ୍ଲିକ (ଯୁଗ୍ମ ସଚିବ)-ଏଫ ଏବଂ ଏଆରଡି ବିଭାଗ
୧୧) କାଳୁରାମ ଟୁଡୁ (ଉପ ସଚିବ)-ଏଚ୍ ଏବଂ ୟୁଡି ବିଭାଗ
୧୨) ପ୍ରଶାନ୍ତ କୁମାର ନାୟକ (ଉପ ସଚିବ)-ସଂସଦୀୟ ବ୍ୟାପାର ବିଭଆଗ
୧୩) ପ୍ରଦୀପ୍ତ କୁମାର ମହାନ୍ତି (ଉପ ସଚିବ)-କୋଅପରେସନ ବିଭାଗ
୧୪) ଚୀର କୁମାର ମହାପାତ୍ର (ଉପ ସଚିବ)-ଜଙ୍ଗଲ ବିଭାଗ
୧୫) ଅମୂଲ୍ୟ କୁମାର ମହାନ୍ତି (ଉପ ସଚିବ)-ଏଚ୍ ଏବଂ ୟୁଡି ବିଭାଗ
୧୬) ପ୍ରଫୁଲ୍ଲ କୁମାର ବାରିକ(ଉପ ସଚିବ)-ଗୃହ ବିଭାଗ
୧୭) କେ. ରାଘବ ରାଓ(ଅଣ୍ଡର ସେକ୍ରେଟେରୀ)-ଅର୍ଥ ବିଭାଗ
୧୮) ପରମେଶ୍ୱର ବେହେରା (ଅଣ୍ଡର ସେକ୍ରେଟେରୀ)-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
୧୯) ବିଷ୍ଣୁ ପ୍ରସାଦ ସ୍ୱାଇଁ (ଡେସ୍କ ଅଫିସର)-ଗୃହ ବିଭାଗ
୨୦) ସୁକାନ୍ତ କୁମାର ଦାସ(ଡେସ୍କ ଅଫିସର)-ରାଜସ୍ୱ ଏବଂ ଡିଏମ ବିଭାଗ
୨୧) ଶସାଙ୍କ ଶେଖର ନନ୍ଦ(ଡେସ୍କ ଅଫିସର)-ଅର୍ଥ ବିଭାଗ
୨୨) ସୁଧୀର ପଟ୍ଟନାୟକ(ସେକସନ ଅଫିସର)-ଏଫଏସ ଏବଂ ସିଡବ୍ଲୁ ବିଭାଗ