ଶ୍ରୀ ଶ୍ରୀ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ହନୁମାନ ଚାଳିଶା ପଠନ

ସୁବର୍ଣ୍ଣପୁର ଜ଼ିଲ୍ଲା ଶୁଖା ଗ୍ରାମ ଠାରେ ଶ୍ରୀ ଶ୍ରୀ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ମେଘନାଦ ପ୍ରଧାନ ଲୁଲୁ ଙ୍କ ତତ୍ୱାବଧାନ ରେ ଶୁଖା ଗ୍ରାମବାସୀ ଙ୍କ ସହଯୋଗ ରେ ମହାସମାରୋହ ରେ ନାମ କୀର୍ତନ ଅନୁଷ୍ଠିତ ହୋଇଥିଲା ଓ ସନ୍ଧ୍ୟା ସମୟ ରେ ସମୂହ ହନୁମାନ ଚାଳିଶା ପଠନ ହୋଇଥିଲା ଦୀପଦାନ ମଧ୍ୟ ଅନୁଷ୍ଠିତ ହୋଇଥିଲା ଓ ମେଘନାଦ ପ୍ରଧାନ ସପତ୍ନୀକ କର୍ତା ଭାବରେ ଥିଲେ ମହା ଆଡମ୍ବର କାର୍ଯ୍ୟକ୍ରମ ଗୁଡିକ ହୋଇଥିଲା ରାତିରେ ବୈଠକି କୀର୍ତନ ହୋଇଥିଲା ଏଥିରେ ନରେନ୍ଦ୍ର ବାହକ ଓ ତାରା ବାହକ ମଧ୍ୟରେ ଅନୁଷ୍ଠିତ ହେଇଥିଲା ଓ ବହୁ ଜନସମାଗମ ହୋଇଥିଲା ସମସ୍ତଙ୍କୁ ଅର୍ଣପ୍ରସାଦ ଦିଆହେଇଥିଲା

2 thoughts on “ଶ୍ରୀ ଶ୍ରୀ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ହନୁମାନ ଚାଳିଶା ପଠନ

Leave a Reply

Your email address will not be published. Required fields are marked *