ମୟୂରଭଞ୍ଜ: ହାତୀ ଘଉଡାଇବାକୁ ଯାଇ ଦୁଇ ବନ କର୍ମଚାରୀ ଆହତ, ବାରିପଦା ବନଖଣ୍ଡ ଅଧୀନର ମେରଦା ବେଣାପୁରାରେ ହାତୀ ଆତଙ୍କ, ହାତୀ ଛୁଆକୁ ଘଉଡାଇବା ବେଳେ ମା ହାତୀର ଆକ୍ରମଣ, ରେଞ୍ଜର ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି

Leave a Reply

Your email address will not be published. Required fields are marked *