ଭୁବନେଶ୍ବର : ସଂନ୍ଧ୍ୟାରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ କମିଶନରେଟ୍ ପୁଲିସର ନୂଆ ନିୟମ, କଟକ ଓ ଭୁବନେଶ୍ୱରରେ ସଂନ୍ଧ୍ୟାରେ ଅଢେଇ ଘଣ୍ଟା ପାଇଁ ଭାରିଯାନ ଉପରେ କଟକଣା, ସଂଧ୍ୟା ୫ଟାରୁ ୭.୩୦ଟା ଯାଏଁ ଭାରିଯାନ ଚଳାଚଳ ବନ୍ଦ

Leave a Reply

Your email address will not be published. Required fields are marked *