ଏସଟିଏଫ ହାତରେ ବେପାରୀ ଏସଟିଏଫ୍ କୋଟିଏ ଦଶ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ବାଲେଶ୍ୱର ରେଳଷ୍ଟେସନ ରୋଡରୁ ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍। ସନ୍ଧ୍ୟା ସମୟରେ ବ୍ରାଉନସୁଗାର ଡିଲ ପାଇଁ ଚାଲିଥିଲା ବଡ଼ ମସୁଧା ଚାଲିଥିବା ବେଳେ ଛଦ୍ମ ବେଶରେ ଛକି ରହିଥିବା ଏସଟିଏଫ୍ ଅଫିସରଙ୍କ ହାତରେ ଧରା ପଡ଼ିଥିଲେ ୪ ଅଭିଯୁକ୍ତ। ୪ ଅଭିଯୁକ୍ତ ହେଲେ ସେକ ଫୟାଜ, ସେକ ମୁରାଦ, ସେକ ସମସେଦ ଏବଂ ସମ୍ବିଦ ନାୟକ। ସମସ୍ତଙ୍କ ଘର ବାଲେଶ୍ୱର ବୋଲି ଜଣାପଡିଛି