ଚୋରା ବାଲି ବେପାର ପାଇଁ ବାଲି ମାଫିଆଙ୍କ ବଡ଼ ଷଡ଼ଯନ୍ତ୍ର , ବାଲେଶ୍ବର ମାଇନ୍ସ ବିଭାଗ ଅଧିକାରୀଙ୍କୁ ମାରିବା ପାଇଁ ଚାଇଛି ବ୍ଲୁ ପ୍ରିଣ୍ଟ , ଏବେ ବାଲି ମାଫିଆଙ୍କ ଗାଡ଼ି ଧରିବା ହେଲେ ପଡ଼ିବ ମହଙ୍ଗା , ଖଣି ଅଧିକାରି ଙ୍କୁ ଗ୍ୟାଙ୍ଗରେଫ୍ କରିବାକୁ ଜଳେଶ୍ବରରେ ଚାଲିଛି ବଡ଼ ଯୋଜନା , କେମିତି ଓ କିପରି ଗ୍ୟାଙ୍ଗ ରେଫ୍ କରାଯିବ ଯୋଜନାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ହେଉଛି ଭାଇରାଲ , ତେବେ କେତେ ସୁରକ୍ଷିତ ରହିବେ ସରକାରୀ ଅଧିକାରୀ ଯାହା ଭାଇରାଲ ଭିଡ଼ିଓ ଏବେ ଜଳେଶ୍ବର ପୋଲିସକୁ ଦେଉଛି ବଡ଼ ଚ୍ୟାଲେଞଜ ।