ଘାଟି ତଳୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ଆସିଲା ସାଙ୍ଘାତିକ ସତ ,ସାମିଲ ଅଛନ୍ତି ପ୍ରେମିକର ଅନେକ ସାଥୀ ସଙ୍ଗାତ ପୋଲିସ କରୁଛି ମୁଣ୍ଡକୁ ନେଇ ତଦନ୍ତ,ଧରାପଡ଼ିବେ ସବୁ ଖେଳରେ ସାମିଲ ଥିବା ଗେମ୍ ପ୍ଲାନର୍,
ପ୍ରେମିକ ମୋବାଇଲ ରୁ ମାଳ ମାଳ ଯୁବତୀଙ୍କ ଫଟୋ , ପୋଲିସ ଦେଖି ଆଚର୍ଯ୍ୟ , ପ୍ରେମ କରୁନଥିଲା ବୋଲି ମାନିଥିଲା ପୋଲିସ ଆଗରେ ପ୍ରେମିକ, ହେଲେ ଫୋନରେ ଥିବା ଫଟୋରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ପ୍ରେମ ସମ୍ପର୍କ ଥିଲା ଗଭୀର ଏବେ ଆଉ ଲୁଚେଇ ପାରିଲାନି ପ୍ରେମକାହିଁକି ମାରିଲା ନିଜ ପ୍ରେମିକା କୁ ତାହା ଏବେ ବଡ଼ ପ୍ରଶ୍ନ, ପୋଲିସ ଯେତେ ପଶୁଛି ଘଟଣା ଭିତରକୁ ସେତେ ସୂତାଖିଏ ବାହାରୁଚି ,
ସମ୍ବଲପୁର ଏସପି ଘଟଣାସ୍ଥରେ ପହଞ୍ଚି ତଦନ୍ତ ଆରମ୍ଭକରି ବେଳେ , ପ୍ରେମିକକୁ ନେଇ ସେଇଁ ରିକ୍ରିଏସନ କରୁଛି ପୋଲିସ, ହେଲେ କେମିତି ପୋଲିସ ପ୍ରେମିକକୁ ଧରିଲେ ତାହା ଜାଣିବାକୁ ଗଲେ
କିଛିଦିନ ତଳେ ଅର୍ଥାତ୍ ଗୁରୁବାର ସନ୍ଧ୍ୟା 6ଟା ରେ। ପ୍ରେମିକାକୁ ଡାକିଥିଲା ପ୍ରେମିକ, ହେଲେ ପ୍ରେମିକା ବାହା ହବାକୁ ମନା କରିବାରୁ ମାରିବାକୁ ପ୍ଲାନ୍ କରିଥିଲା ରସିକିଆ ପ୍ରେମିକ, ସାଙ୍ଗ ସହ ଆଉ କିଛି ସାମିଲ ଅଛନ୍ତି ବୋଲି ପୋଲିସ ଅନୁମାନ କରୁଛି, ପାର୍ଲର ରେ କାମ କରୁଥିବା ସରିତାକୁ ପ୍ରଲୋଭନ ଦେଖେଇ ଦେଖା କରିବାକୁ ଡାକିଥିଲା ନାଳୁଆ ପ୍ରେମିକ, ସେଠୁ ସନ୍ଧ୍ୟା ସମୟରେ ନିର୍ଦ୍ଧିଷ୍ଟ ଜାଗାକୁ ନେଇ କାମ କରିଛି ତାହା ତ ପୋଷ୍ଟମୋଟମ୍ ରିପୋର୍ଟ କହିବା ହେଲେ ଯଦି ଜଣେ ଜଣକୁ ଭଲ ପାଉଥିଲା ତାହାଲେ ଅନ୍ୟ କିଏ କାହିଁକି ମାରିବ, ପୋଲିସ ଯେତେବେଳେ ପ୍ରେମିକ କୁ ଅଜ୍ଞାତ ଜାଗାରେ ଧରିକି ଆଣିଥିଲା ପ୍ରେମିକ ପୁରା ଚୁପ୍ ରହିଥିଲା, ସିଂ ରିକ୍ରିଏସନ ପୂର୍ବରୁ ସରିତା ର ଡେଡ୍ ବଡୀ ମିଲ8ନଥିଲା, ପ୍ରେମିକ କୁ ପୋଲିସ କଡ଼ା ଭାଷାରେ କଥା ଆଦାୟ କରିବା ପରେ ସବୁ ଶତ ମାନିଥିଲା,
ଦେଖନ୍ତୁ ସେହି ଜାଗା କୁ ପାହାଡ଼ ତଳେ ମାରିକି ପ୍ରେମିକାକୁ ଫୋପାଡିଥିଲା ପ୍ରେମିକ ଗୋଟିଗୋଟି ଦେଖାଉଚି ଡେମୋ , ପ୍ରେମିକ ନାଁ ରେ ଏ ଗୋଟେ କଳଙ୍କ, ଭଲପାଇ ସର୍ବସ ଲୁଟି ଶେଷରେ ଜୀବନ ନେଲା, ହେଲେ କି ଭୁଲ୍ ଥିଲା 24ବର୍ଷୀୟ ଝିଅ ଟିର, ପ୍ରେମ ବିବାହ କରି ସଂସାର ଗଢ଼ିବା ଆଗରୁ ରୋଜଗାରିଆ ଝିଅର ଜୀବନ ଚାଲିଗଲା, ନାଁ ଜୀବନର ବାପା ମା ଙ୍କୁ ଖୁସି ଦେଇ ପାରିଲା ନାଁ ଜୀବନ ରକ୍ଷା କରିପାରିଲା, ଯୋଉ ଜିନ୍ ପ୍ୟାଣ୍ଟ ସାର୍ଟ ପିନ୍ଧି ଘରୁ ମୁଠାଏ ଖାଇକି ଯାଇଥିଲା ସେଇ ଡ୍ରେସ୍ ରେ ଡେଡ୍ ବଡି କୁ ପୋଲିସ ଜବତ୍ କରିଲା, ଶବବ୍ୟବଚ୍ଛେଦ କରି ଘରକୁ ପୋଲିସ ସରିତଙ୍କ ଶବକୁ ପଠାଇ ଦେଇଛି ହେଲେ କେମିତି ମରିଲା ସରିତା ତାହା ଏବେ ବଡ଼ ପ୍ରଶ୍ନ, ସେଦିନ ଏସପି ଘଟଣା ସ୍ଥଳରେ ଇଁ କହିଥିଲେ। କେବେ ପୋଲିସ ସମସ୍ତ ଫେରାର ଥିବା ଦୋଷୀ ଙ୍କୁ ଧରୁଛନ୍ତି, କାହିଁକି ପ୍ରେମିକ ମାରିଲା , ତାହା ପୋଲିସ ପ୍ରେସ୍ ମିଟ କରି ଜଣାଇବା 0ଆରେ ଘଟଣା ର ସମସ୍ତ ଘଟଣା ଲୋକ ଲୋଚନ କୁ ଆସିବ।