ଦେବୀ ନଦୀରେ ଅଘଟଣ…ନଦୀରେ ବୁଡ଼ି ୨ ଛାତ୍ର ନିଖୋଜ, ଜଣେ ଉଦ୍ଧାର

ମାଛଗାଁ ନିକଟସ୍ଥ ଦେବୀ ନଦୀରେ ୩ ଛାତ୍ର ବୁଡ଼ିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ୨ ଛାତ୍ର ନିଖୋଜ ଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅସାବଧାନତା ଯୋଗୁଁ ସେମାନେ ନଦୀରେ ବୁଡ଼ିଗଲେ ।

Leave a Reply

Your email address will not be published. Required fields are marked *