ଗଞ୍ଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ…ବିଭିନ୍ନ କାର୍ଯ୍ୟକ୍ରମର କରିବେ ଶିଳାନ୍ୟାସ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତ (visited)କରିଛନ୍ତି । ନବୀନ ନିବାସରୁ ବାହାରି ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ହେଲିକପ୍ଟରରେ ସେ ଗଞ୍ଜାମ ଜିଲ୍ଲା ଅଭିମୁଖେ ବାହାରିଛନ୍ତି । କବିସୂର୍ଯ୍ୟନଗରରେ ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ପହଞ୍ଚିବେ । ଏହି ଅବସରରେ ସେ ଜନସଭାକୁ(public meeting) ସମ୍ବୋଧିତ(address) କରିବେ । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର (various developmental works)ଶିଳାନ୍ୟାସ (foundation stone)କରିବେ ମୁଖ୍ୟମନ୍ତ୍ରୀ । ଏଥିସହ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଚେକ୍ ପ୍ରଦାନ କରିବେ । ଏଥିସହ ହିତାଧିକାରୀ(beneficiaries)ଙ୍କୁ GKP ପଟ୍ଟା ମଧ୍ୟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ହିଞ୍ଜିଳିକାଟୁ ଗସ୍ତ କରି ସେଠାରେ ମଧ୍ୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କରିବେ । ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହ SHGକୁ ଚେକ୍ ପ୍ରଦାନ(issue checks) ଏବଂ ହିତାଧିକାରୀଙ୍କୁ GKP ପଟ୍ଟା ପ୍ରଦାନ କରିବେ ସିଏମ୍ । ଅନ୍ୟପଟେ ଛତ୍ରପୁର ଅନ ହାଇସ୍କୁଲ ନିକଟରେ ମଧ୍ୟ ଅନୁରୂପ ଭାବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ। କାର୍ଯ୍ୟକ୍ରମ ଶେଷ କରି (completing)ଅପରାହ୍ଣ ୪ଟା ୪୫ରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ।

Leave a Reply

Your email address will not be published. Required fields are marked *