ଶୁଣ୍ଡିପୁଟ ଗ୍ରାମ ଶିବ ମନ୍ଦିର ପ୍ରତିଷ୍ଠା ବେଲେ ନାଗ ସାପର ଏଭଳି ହଠାତ୍ ଦେଖଗାଦେବା ଚକିତ କରିଛି । ସୁଚନା ଥାଉକି ଫେବୃଆରୀ ଦୁଇ ତାରିଖରୁ ମନ୍ଦିର ପ୍ରତିଷ୍ଠା ନିମନ୍ତେ ପ୍ରଥମ କୋଳସ ଯାତ୍ରା, ହୂମ ଯୋଗ୍ୟ, ଗୌ ପୂଜନ. ଅଖଣ୍ଡ ସଂକୀର୍ତ୍ତନରେ ହଜାର ହଜାର ଭକ୍ତଙ୍କ ସମାଗୋମ ଦେଖିବାକୁ ମିଳିଥିଲା। କୀର୍ତନ ମଣ୍ଡଳି ତମାମ ଚାରି ଦିନ ଧରି କିର୍ତନ କରୁଥିଲେ। ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ରେ ପାଲଟିଥିଲା।
ଆଜି ପୂର୍ଣ୍ଣାହୁତି ହେବା ସମୟରେ ନାଗ ସର୍ପୋ ଉପସ୍ଥିତ ଭକ୍ତମାନଙ୍କୁ ଙ୍କୁ ଦର୍ଶନ ଦେଇ କୀର୍ତନ ହେବା ପଡିୟାରୁ ମନ୍ଦିରକୁ ପ୍ରୋବେଶ କରୁଥିବା ବେଲେ ଭକ୍ତ ମାନେ ଚୋକିତ ହୈ ଏପଟେ ସେପଟେ ଦୌଡ଼ି ବାର ଲାଗିଥିଲା ଶ୍ରୀ ଶ୍ରୀ ବାବା ବିଶ୍ୱେଶ୍ୱରଙ୍କ ଉପସ୍ଥିତ ଥିବା ଅନୁଭବ କରିଥିଲେ। ଏବେ କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଦୁଧାରି ପଞ୍ଚାୟତ ଅଧିନରେ ଥିବା ଶୁଣ୍ଡିପୁଟ ଗ୍ରାମରେ ନୂତନ ଭାବେ ପ୍ରତିଷ୍ଠିତ ଶିବମନ୍ଦିର ରେ ନାଗ ସର୍ପୋ ଅଭିର ଭାବ ଦୃଶ୍ୟ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଚି। ଅଞ୍ଚଳ ରେ ଭକ୍ତି ମୟ ପରିବେଶ ସୃଷ୍ଟି ହଇଛି। ଏହି ଏମାନଙ୍କୁ ମୀରାକେଲ ଲାଗିଥିଲା. ପୁରା ଫିଲ୍ମ ଷ୍ଟେଇଲ ରେ ଦୃଶ୍ୟ ଦେଖିଥିଲେ। ହାର ହାର ମହାଦେବ ବୋଳି ଅଞ୍ଚଳରେ ନାରା ଦେଇଥିଲେ ଭକ୍ତମାନେ।