
ଯାଜପୁର ଜିଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କଲେ 108 ଆମ୍ବୁଲାନ୍ସ କର୍ମଚାରୀ ସେମାନେ କରିଥିବା ଦାବି ଗୁଡିକ ହେଉଛି ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ ନିୟମିତ କରିବା,କାର୍ଯ୍ୟରତ ଆମ୍ବୁଲାନ୍ସ କର୍ମଚାରୀ ଙ୍କ ଦରମା ବୃଦ୍ଧି ,କାର୍ଯ୍ୟରତ କର୍ମଚାରୀ ଙ୍କୁ ଆକ୍ରମଣ କଲେ ସ୍ୱତନ୍ତ୍ର ଦଣ୍ଡ ବିଧାନ ସହ କାର୍ଯ୍ୟାନୁଷ୍ଠାନ,108 ଆମ୍ବୁଲାନ୍ସ କର୍ମଚାରୀ ଙ୍କ ପାଇଁ ରହିବା ଓ ଶୌଚାଳୟ ବ୍ୟବସ୍ଥା, ମୃତକ ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ ଅନୁକମ୍ପା ରାଶି 20 ଲକ୍ଷ ଓ ଅକର୍ମଣ୍ୟ ହେଲେ 10 ଲକ୍ଷ ପ୍ରଦାନ କରିବା ଦାବି ପତ୍ର ପ୍ରଦାନ କରାଯାଇଛି।
ଯାଜପୁର ଜିଲ୍ଲାରେ କାର୍ଯ୍ୟରତ 108 କର୍ମଚାରୀ ସମୁହ ଏକତ୍ରିତ ହୋଇ ଜିଲା ପ୍ରଶାସନ ଦାବି ପତ୍ର ପ୍ରଦାନ କରାଯାଇଛି।।
Can you be more specific about the content of your article? After reading it, I still have some doubts. Hope you can help me. https://www.binance.com/es-MX/register?ref=GJY4VW8W