ବାଙ୍କୀ: ମହାନଦୀ ପୋଲରେ ଦୁର୍ଘଟଣା, ଯାତ୍ରୀବାହୀ ବସ ପୋଲର ବାରିକେଟରେ ଧକ୍କା, ବାରିକେଟ ଭାଙ୍ଗି ପୋଲରେ ଲଟକି ରହିଛି ବସ, ନିଗମ ନାମକ ବସ ଅନୁଗୁଳରୁ ଯାଉଥିଲା ସୁବର୍ଣ୍ଣପୁର, ସମସ୍ତ ଯାତ୍ରୀ ସୁରକ୍ଷିତ,

Leave a Reply

Your email address will not be published. Required fields are marked *