ଆନ୍ତର୍ଜାତିକ ଖ୍ୟାତି ସମ୍ପର୍ଣ୍ଣ ଓଡିଶୀ ନୁର୍ତ୍ୟ ଶିଳ୍ପୀ ତଥା UNO ର କାର୍ଯ୍ୟରତ ଅଧିକାରୀ ରୋମରେ ଅବସ୍ଥାପିତ ବୈଶାଳୀ ମହାନ୍ତି ତାଙ୍କର ଜନ୍ମଦିନ କୁ ଏକ ନିଆରା ଢଙ୍ଗରେ ଉତ୍କଳ ବାଳାଶ୍ରମ ରେ ଅନ୍ତେ ବାସୀ ଙ୍କ ସହ ପାଳିଛନ୍ତି। ପିଲାମାନଙ୍କ ସହ ଅଭିଜ୍ଞନ୍ତା ଓ ନିଜର ଅଧ୍ୟ୍ୟ ବ୍ୟସାୟ ସମ୍ପର୍କରେ ବାଣ୍ଟିବା ସହ ଭବିଷ୍ୟତରେ ନିଜକୁ ସମାଜରେ ଭଲ ମଣିଷ ଭାବେ ଗଢି ତୋଳିବା ସମ୍ପର୍କେ ପରାମର୍ଶ ଦେଇଥିଲେ।
ବୈଶାଳୀ ମହାନ୍ତି ନିଜ ମା ବିଶିଷ୍ଠ ସାହିତିକା ତଥା ସମାଜ ସେବୀ ମାନସୀ ପ୍ରଧାନ ଓ ପିତା ଅବସର ପ୍ରାପ୍ତ ଇଲେକ୍ଟ୍ରିକାଲ ଚିପି ଇଂଜିନିୟର ରାଧାବିନୋଦ ମହାନ୍ତି ଙ୍କ ସହ ଏହି ଜନ୍ମଦିନ ଅନ୍ତେ ବାସୀଙ୍କ ଗହଣରେ କେକ କାଟି ନିଜକୁ ଧନ୍ୟ ମନେକରିବାସହ ଏହିଭଳି ପିଲାମାନଙ୍କ ମୁଖରେ ଆନ୍ଦର ହସ ଖେଳାଇ ପାରିଥିବାରୁ ନିଜକୁ ଅତି ଭାଗ୍ୟ ଶାଳୀ ମନେକରିଛନ୍ତି।