ଛାତ୍ରୀ ଙ୍କ ଆତ୍ମହୁତି, କାରଣ ଅସ୍ପଷ୍ଟ

ନିଜ ଦେହରେ ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ , ଗୁରୁତର ଛାତ୍ରୀ ଜଣଙ୍କ ରାଉରକେଲା IGHରେ ଭର୍ତ୍ତି ହୋଇଛନ୍ତି। ନିଆଁ ଲାଗି ତାଙ୍କ ଶରୀରର ୯୦% ପୋଡ଼ି ଯାଇଛି। ଯେଉଁଥିପାଇଁ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି।ତେବେ ଦେହରେ ଛାତ୍ରୀ ଜଣଙ୍କ ନିଜ ଦେହରେ କାହିଁକି ନିଆଁ ଲଗାଇଲେକାରଣ ଏପର୍ଯ୍ୟନ୍ତ ଜାଣାପଡିନାହିଁ ।