ସୋମବାର ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଦେବାଶିଷ ମହାନ୍ତି । ପୂର୍ବରୁ ସେ କୋଦଳା ଥାନା ଅଧିକାରୀ ଭାବେ ଦାୟିତ୍ଵ ନେଇଥିଲେ |

ପରେ ପୁରୀରୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଥାନା ଅଧିକାରୀଙ୍କ ପ୍ରଥମ ଲକ୍ଷ୍ୟ ରହିଛି ପ୍ରଥମେ ସହର ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦୂର କରିବା ଏବଂ ଚୋରି ବା ଡକାୟତିକୁ ରୋକିବା ପାଇଁ ପ୍ରଥମ ଦାୟିତ୍ଵ ରହିବା ସହ ରୋଡ଼ ରୋମୀୟଙ୍କ ଉପରେ ଅଧିକ ଗୁରୁତ୍ଵ ଦିଆଯିବ ବୋଲି ଥାନା ଅଧିକାରୀ ଦେବାଶିଷ ମହାନ୍ତି କହିଛନ୍ତି ।