
ଗମ୍ଭାରୀ ଦୁଆର ସୁଣୀଙ୍କ ନିତ୍ୟ ଦିବ୍ୟ ନେତୃତ୍ୱରେ ଆରମ୍ଭ ହେଲା ବିଶ୍ୱଶାନ୍ତି ଗୀତା ମହାଯଜ୍ଞ। ଅନେକ ଭକ୍ତମାନଙ୍କ ଉପସ୍ଥିତିରେ ମନ୍ତ୍ର, ଗୀତା ଶ୍ଲୋକ, ଯଜ୍ଞ ହୋମାହୁତି ଓ ଆଧ୍ୟାତ୍ମିକ ପରିବେଶ ପବିତ୍ର ଓ ଶାନ୍ତିମୟ ହୋଇଯାଇଛି।
ମହାଯଜ୍ଞର ପ୍ରମୁଖ ଲକ୍ଷ୍ୟଜଗତରେ ଶାନ୍ତି, ସମୃଦ୍ଧି ଓ ଗୀତା ଶିକ୍ଷା ମାଧ୍ୟମରେ ଧର୍ମ, କର୍ମ ଓ ନୀତିର ପ୍ରସାର ସମାଜରୁ ଅନ୍ଧକାର, ଅଜ୍ଞାନ ଓ ଅନ୍ୟାୟ ଦୂର କରି ଆଧ୍ୟାତ୍ମିକ ଜାଗରଣ ଯଜ୍ଞ କାର୍ଯ୍ୟକ୍ରମର ବିଶେଷତା ବ୍ରାହ୍ମଣମାନଙ୍କ ଦ୍ୱାରା ବୈଦିକ ପଧ୍ଧତିରେ ଅନୁଷ୍ଠାନ ଦୈନିକ ଗୀତା ପରାୟଣ ଓ ଅଧ୍ୟାତ୍ମିକ ଅଳୋଚନା ଭଜନ କୀର୍ତ୍ତନ ଓ ପ୍ରସାଦ ବିତରଣଭକ୍ତମାନଙ୍କର ଉତ୍ସାହ ପରିସରର ଶାନ୍ତିମୟ ପରିବେଶ, ଧୂପ–ଘୃତ ହୋମାହୁତିର ସୁଗନ୍ଧ ଓ ମନ୍ତ୍ରଧ୍ୱନିରେ ଭକ୍ତମାନଙ୍କ ମନ ଭକ୍ତିରସରେ ଭିଜିଯାଉଛି।
ସମାଜୀକ ଏକତା, ଧାର୍ମିକ ଶାନ୍ତି ଓ ଆଶୀର୍ବାଦ ପାଇବା ପାଇଁ ଦୂରଦୂରାନ୍ତରରୁ ଲୋକ ଭକ୍ତିଭାବରେ ଆସୁଛନ୍ତି।