ଗଞ୍ଜାମ: ସାଙ୍ଗଙ୍କ ସହ ଗଣ୍ଡକୁ ଗାଧୋଇବାକୁ ଯାଇ ଯୁବ ଡାକ୍ତରଙ୍କ ମୃତ୍ୟୁ, ସୋରଡା ଥାନା ଭଗବାନପୁର ହୁଳୁହୁଳା ଗଣ୍ଡରେ ଅଘଟଣ, ମୃତ ଡାକ୍ତର ରାକେଶ ପାଢୀ ଏମକେସିଜିର ପିଜି ଛାତ୍ର ଥିଲେ, ଗୋଡ ଖସି ପାଣିରେ ନିଖୋଜ ପରେ ମିଳିଲା ମୃତଦେହ

Leave a Reply

Your email address will not be published. Required fields are marked *