
ଗତକାଲି ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ରଜିଆ ଜଙ୍ଗଲ ଭିତରେ ଠାବ ହୋଇଥିବା ମୃତ ମାଇ ହାତୀ ର ଗଳିତ ଶବକୁ ଆଜି ବନବିଭାଗ ବିବେଛ୍ଛେଦ କରିବା ସହ ପୋତି ହାତୀ ମୃତ୍ୟୁ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଯୋଗ୍ୟ ଗତକାଲି ରଜିଆ ଜଙ୍ଗଲ ଭିତରେ ଏକ ମାଇ ହାତୀ ର ଗଳିତ ମୃତ ଦେହ ଗ୍ରାମବାସୀ ଦେଖି ବନ ବିଭାଗ କୁ ଖବର ଦେଇଥିଲେ। ଖବର ପାଇ କେନ୍ଦୁଝର ଡିଏଫ୍ଓ ଙ୍କ ସହିତ ରେଞ୍ଜର ଓ ବନ କର୍ମଚାରୀ,ବିଦ୍ୟୂତ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଂଚି ଥିଲେ। ସନ୍ଧ୍ୟା ହେବାରୁ ହାତୀ ର ବିବେଛେଦ କରାଯାଇ ପାରିନଥିଲା। ଆଜି ସକାଳୁ ଭୂବନେଶ୍ବର ଓ୍ବାଇଡ୍ ଲାଇଫ ପିସିସିଏଫ୍ ଅରବିନ୍ଦ ମିଶ୍ର ଆରସିସିଏଫ ,ଟାଟା ପାୱାର ସୁପରିଟେଣ୍ଟ ଇନିସପେକ୍ଟର ଆରକେ ବେହେରା ପ୍ରାଣୀ ଧନ ଡାକ୍ତର ନରେନ୍ଦ୍ର ହେମ୍ବ୍ରମ, ପ୍ରମୁଖ ଙ୍କ ଉପସ୍ଥିତି ରେ ପ୍ରଥମେ ମୃତ ହାତୀ ର ଶବ ବ୍ୟବଚ୍ଛେଦ କରାଯାଇ ଘଟଣାସ୍ଥଳରେ ହାତୀ କୁ ପୋତିଦିଆଯାଇଥିଲା ପରେ ହାତୀ ମୃତ୍ୟୁ ସମ୍ପର୍କରେ ତଦନ୍ତ ଆରମ୍ଭ କରାଯାଇଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ବନବିଭାଗ ସ୍ପଷ୍ଟ କରିଛି
Your article helped me a lot, is there any more related content? Thanks!
I don’t think the title of your article matches the content lol. Just kidding, mainly because I had some doubts after reading the article. https://accounts.binance.com/ES_la/register-person?ref=T7KCZASX
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?