ଓଲଟିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କୁଜଙ୍ଗ ପଥୁରିଆ ଗଡା ନିକଟରେ ଓଲଟିଲା ବସ। ବସ ର ନାମ ରାଜନ । ଦୁଇ ବସ ମଧ୍ୟରେ ଓଭରଟେକ ସମୟରେ ଘଟିଛି ଘଟଣା। କିଛି ଯାତ୍ରୀ ଆହାତ ହୋଇଥିବା ବେଳେ କେହି ମୃତାହତ ହୋଇନଥିବା ସୂଚନା।

Leave a Reply

Your email address will not be published. Required fields are marked *