ଖୁବଶୀଘ୍ର କମିସନରେଟ ପୋଲିସ ହାତରେ ଧରାପଡିବ ଲକ୍ଷ୍ମୀଧର

ବହୁଚର୍ଚ୍ଚିତ ସହଦେଵ ନାୟକ ହତ୍ୟାକାଣ୍ଡ ଘଟଣାରେ ହତ୍ୟାକାରୀ ଲକ୍ଷ୍ମୀଧରକୁ ନେଇ କ୍ରାଇମ ସିନ ରିକ୍ରିଏଟ କରିଛି କମିସନରେଟ ପୋଲିସ । ଏଥିପାଇଁ ଦୟାନଦୀ କୂଳରେ ହତ୍ୟାକାଣ୍ଡରେ ବ୍ୟବହୃତ ବ୍ୟାଗକୁ ପ୍ରଦର୍ଶିତ କରିଥିଲା ଲକ୍ଷ୍ମୀଧର । କୁହାଯାଉଛି, ଏହି ବ୍ୟାଗରେ ହତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ଅସ୍ତ୍ର ଲୁଚାଇରଖି ଲିପିକା ଓ ଲକ୍ଷ୍ମୀଧର ଦୟାନଦୀରେ ଫିଙ୍ଗି ଦେଇଥିଲା ।

Leave a Reply

Your email address will not be published. Required fields are marked *