ସୃଷ୍ଟ ଲଘୁଚାପ କାରଣରୁ ଆଗାମୀ ଦୁଇ ଦିନରେ ହୋଇପାରେ ପ୍ରବଳ ବର୍ଷା

ପୁଣି ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏହି ଲଘୁଚାପ…