କେନ୍ଦୁଝର: ଆମ୍ବ ଗୋଟାଇବା ହେଲା କାଳ, ହାତୀ ଆକ୍ରମଣରେ ଗଲା ଜୀବନ

କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ହାତୀ ଆତଙ୍କ । ବିମଳା ଫରେଷ୍ଟ ସେକ୍ସନ ବନବିହାରୀପୁର ଗାଁରେ ଜଣଙ୍କୁ ଦଳିଦେଇଛି ଦନ୍ତା ।…