ଗାଡି ସବୁ ଅଟକା ଗଲା, ଜାତି ଚିହ୍ନଟ ହେଲା ଏବଂ ଚଳାଇଦେଲେ ଗୁଳି, ପାକିସ୍ତାନରେ ୨୩ ଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ

ପାକିସ୍ତାନର ବଲୁଚିସ୍ତାନରେ ଆତଙ୍କବାଦୀମାନେ ୨୩ ଜଣ ଲୋକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ସୋମବାର ଦକ୍ଷିଣ-ପଶ୍ଚିମ ପାକିସ୍ଥାନରେ ବନ୍ଧୁକଧାରୀମାନେ ୨୩…