ଜମ୍ମୁକାଶ୍ମୀର କିସ୍ତବାଡ଼ରେ ଖାଇକୁ ଗଡ଼ିଲା ଗାଡ଼ି, ୭ ମୃତ

ଜମ୍ମୁକାଶ୍ମୀର କିସ୍ତବାଡ଼ ଅଞ୍ଚଳରେ ଦୁର୍ଘଟଣା । ଗୋଟାଏ ଗାଡ଼ି ଗଭୀର ଖାଇ ଭିତରକୁ ଗଡ଼ିଯିବାରୁ ୭ ଜଣ ପ୍ରାଣ ହରାଇଛନ୍ତି ।…