ଅନଲାଇନରେ ଜଗନ୍ନାଥଙ୍କୁ ନେଇ ଚାଲିଛି ବେପାର, ହଜାର ହଜାର ଭକ୍ତ ଠକାମିର ଶିକାର

ମହାପ୍ରଭୁଙ୍କ ନାମରେ ଭକ୍ତଙ୍କୁ ଠକେଇ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ  ଭୋଗ ଲଗେଇବାକୁ କହି ଭକ୍ତଙ୍କୁ ଲଗାଯାଉଛି ଚୂନ। ଅନ୍‌ଲାଇନ  ବିଜ୍ଞାପନରେ…