ଜଳୁଛି ଜଙ୍ଗଲ, ଜଙ୍ଗଲରେ କାୟା ମେଲାଇଛି ନିଆଁ

ଆମେରିକା କାଲିଫର୍ଣ୍ଣିଆରେ ହୁତୁହୁତୁ ହୋଇ ଜଳୁଛି ଲସ୍ ଏଞ୍ଜଲ୍ସ ଜଙ୍ଗଲ । ଧିରେ ଧିରେ ନିଆଁ ସହର ଆଡକୁ ବ୍ଯାପିବାରେ ଲାଗିଲାଣି…