Two SPO Found Dead : ଜମ୍ମୁ-କଶ୍ମୀରରେ ଆତଙ୍କ! ନିଖୋଜ ୨ ପୋଲିସ କର୍ମଚାରୀଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର

ଜମ୍ମୁ-କଶ୍ମୀରରୁ ଆସିଛି ଏକ ବଡ଼ ଖବର। କିସ୍ତୱାର ଜିଲ୍ଲାରେ ଦୁଇ ଜଣ ସ୍ପେଶାଲ୍ ପୋଲିସ ଅଫିସରଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର ହୋଇଛି।…