ତେଲଙ୍ଗାନା: ‘ଫାଲକନୁମା’ରେ ଲାଗିଲା ନିଆଁ, ଯାତ୍ରୀ ସୁରକ୍ଷିତ, ତଦନ୍ତ ଜାରି

ତେଲଙ୍ଗାନାରେ ଫାଲକନୁମା ଏକ୍ପପ୍ରେସରେ ଭୀଷଣ ଅଗ୍ନିକାଣ୍ଡ । ବୋମାଇପାଲ୍ଲୀ ପାଗିଡ଼ିପାଲ୍ଲୀ ମଧ୍ୟରେ ଫାଲକନୁମା ଏକ୍ସପ୍ରେସ୍‌ର ୩ଟି ବଗିରେ ନିଆଁ ଲାଗିଯାଇଲା ।…