ଧୋଇଗଲା ଧବଳେଶ୍ୱର ମନ୍ଦିରକୁ ସଂଯୋଗ କରୁଥିବା ଅସ୍ଥାୟୀ ରାସ୍ତା। ମୌସୁମୀ ଆଗମନ ହେଉ ନ ହେଉଣୁ ବର୍ଷାରେ ମହାନଦୀରେ ପାଣି ଆସିଛି…