ରତ୍ନଭଣ୍ଡାର ବୈଠକ, ଅଳଙ୍କାର ଗଣନା ପାଇଁ ମୁଖ୍ୟ ଆଲୋଚନା

ଶ୍ରୀମନ୍ଦିରର ରତ୍ନଭଣ୍ଡାର ସଂପର୍କିତ ମାମଲାରେ ଆଗାମୀ ୨୭ ତାରିଖରେ ହେବାକୁ ଥିବା ବୈଠକକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ହୋଇଛି।…