କୁନୋ ପାର୍କରେ ବାରମ୍ବାର ଚିତା ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ

ମାତ୍ର ଦୁଇ ମାସରେ ତିନି ତିନିଟି ଚିତାଙ୍କ ମୃତ୍ୟୁ । ଏଭଳି ଘଟଣାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି ।…