‘ମଦର’ ତରଫରୁ ନାରୀ ଶକ୍ତି ସମ୍ବର୍ଦ୍ଧନା ସମାରୋହ

ଜଗତସିଂହପୁର ତିର୍ତୋଲ ଆନନ୍ଦ ମଣ୍ଡପ ହଲରେ ନାରୀ ଶକ୍ତି ସମ୍ବର୍ଦ୍ଧନା ସମାରୋହ ପାଳିତ ହୋଇଯାଇଛି। ସାମାଜିକ ଅନୁଷ୍ଠାନ ମଦର ତରଫରୁ ଆୟୋଜିତ…

ବରୀ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ମନ୍ଦିର ଏବଂ ଘରେ ଘରେ ଦୀପ ଦାନ

ଚଳିତ ମାସ ୨୨ ତାରିଖଦିନ ଅଯୋଧ୍ୟା ରେ ହେବ ପ୍ରଭୁ ଶ୍ରୀରାମଙ୍କ ଭାବ୍ୟ ମନ୍ଦିର ଓ ପ୍ରାଣପ୍ରତିଷ୍ଠା । ଏହି ପ୍ରରିପ୍ରେକ୍ଷୀରେ…

ତିଆରି ହେବ ବାର୍ଷିକ ୭ ନିୟୁତ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଳାଣ୍ଟ

ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କାରଖାନା ପାଇଁ ଜନ ଶୁଣାଣୀ ଆରମ୍ଭ। ତିଆରି ହେବ ବାର୍ଷିକ ୭ ନିୟୁତ କ୍ଷମତା ବିଶିଷ୍ଟ…

ମାଗଣା ଚାଉଳକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ

ଖାଦ୍ୟ ସୁରକ୍ଷାରେ ମାଗଣା ଚାଉଳକୁ ନେଇ ଚାଲିଛି ପୋଷ୍ଟର ୱାର । ଶାସକ ଓ ବିରୋଧୀ ଖାଦ୍ୟ ସୁରକ୍ଷାକୁ ନେଇ ମୁହାଁମୁହିଁ।…

କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର BSITରେ ନବବର୍ଷ ପାଳନ

ଚାନ୍ଦବାଲି ବ୍ଲକ ମତୋ ଠାରେ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ରେ ୯ବମ ବର୍ଷ ପୂର୍ତ୍ତି ଅବସରରେ ନବବର୍ଷ ପାଳନ କରାଯାଇଛି ।…

ଚାନ୍ଦବାଲିରେ ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ

ଦେବକାନ୍ତ ମହାନ୍ତି, ଚାନ୍ଦବାଲି: ଓଡ଼ିଶା ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ସାରା ରାଜ୍ୟ ରେ ଆରମ୍ଭ କରାଯାଇଛି ସଡ଼କ ସୁରକ୍ଷା ସପ୍ତାହ…

ଲକ୍ଷ୍ମୀ ବସ ଯାତ୍ରୀ ବିଶ୍ରାମଗାର ନିର୍ମାଣରେ ନିମ୍ନମାନର କାର୍ଯ୍ୟ ଅଭିଯୋଗ

() ଭଦ୍ରକ ଜିଲ୍ଲାରେ ଫେବୃଆରୀରୁ ଗଡିବ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ , ସେଥିପାଇଁ ଛକ ଛକରେ ନିର୍ମାଣ ଚାଲିଛି ବସଷ୍ଟାଣ୍ଡ…

ଆସନ୍ତା ନିର୍ବାଚନରେ ବିଜେପିର ୫୧%କୁ ବିଜେଡିର ୧୩୦% ଟାର୍ଗେଟ

ନିର୍ବାଚନୀ ପଶାପାଲିରେ ଗୋଟିଚାଳନା ଆରମ୍ଭ । ନିର୍ବାଚନ ବୈତରଣୀ ପାର ହେବା ପାଇଁ ଭୋଟର ମୁହାଁ ସବୁ ଦଳ। ଭୋଟରଙ୍କୁ ଆକୃଷ୍ଟ…

ବାଂଜିପାଲୀ ହାଇସ୍କୁଲର ୨୫ତମ ରଜତ ଜୟନ୍ତୀ ଉତ୍ସବ ପାଳିତ

ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକର ବାଂଜିପାଲୀ ମହାନଦୀ ହାଇସ୍କୁଲର ୨୫ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ରଜତ ଜୟନ୍ତୀ ଉତ୍ସବ ମହାସମାରୋହରେ…

ଅବକାରୀ କର୍ମଚାରୀଙ୍କ ଉପରେ ଅଞ୍ଚଳବାସୀଙ୍କ ଆକ୍ରମଣ

ବାଲେଶ୍ବର ଜିଲ୍ଲା ଖଇରା ଅବକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ। ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କରି ମହୁଲି ବ୍ୟବସାୟୀଙ୍କୁ ଛଡାଇ ନେଲେ ଅଂଚଳବାସୀ।…