ବାଲି ମାଫିଆଙ୍କ କବଜାରେ ନୟାଗଡ଼ ପୂର୍ତ୍ତ ବିଭାଗ ରାସ୍ତା, ନିଦାବିଷ୍ଣୁ ସାଜିଛନ୍ତି ପୁଲିସ,ପ୍ରଶାସନ

ପୁଲିସ ଓ ପ୍ରଶାସନର ଛତ୍ରଛାୟାରେ ନୟାଗଡ଼ରେ ଦିନକୁ ଦିନ ବଢିଚାଲିଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ | ସରକାରୀ ଗୃହ ନିର୍ମାଣଠାରୁ ଆରମ୍ଭକରି…

ଦୁଇ ଦୁର୍ବୃତ୍ତ ଟାଣିଦେଲେ ‘ଦୁପଟ୍ଟା’, ଅନ୍ୟ ଜଣକ ଚଢାଇଦେଲେ ବାଇକ

ଟାଣିଦେଲେ ‘ଦୁପଟ୍ଟା’, ଫଳରେ ସାଇକେଲ୍‌ରୁ ପଡ଼ିଗଲା ଝିଅ ପଛରୁ ଆସୁଥିବା ବାଇକ୍‌ ଚଢ଼ିଯିବାରୁ ତା’ର ମୃତ୍ୟୁ ଘଟିଥିବା କଥା ଶନିବାରଦିନ ପୁଲିସ…

ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଲୁଟ୍‌ ମାମଲା: ବନ୍ଧା ହେଲେ ଦୁଇ ଅପରାଧୀ

୨୦୧୯ ଫେବ୍ରୁଆରୀ ୧୨ ବିଳମ୍ବିତ ରାତିରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ଟିକେଟ କାଉଣ୍ଟରରେ ସୁପରଭାଇଜର ଥିବା ବରମୁଣ୍ଡାର ସହଦେବ ରାଉତରାୟଙ୍କୁ ବୁବୁ ଓ…

ସ୍ୱଚ୍ଛତା ହିଁ ସୁସ୍ଥତା

କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ଇଣ୍ଡିଆନ ଲିଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଏହି କାର୍ଯ୍ୟକ୍ରମରେ ବନବିଭାଗ…

ମୋ ସ୍କୁଟି ଯୋଜନାରେ ହିତାଧିକାରୀଙ୍କୁ ସ୍କୁଟି ଚାବି ପ୍ରଦାନ

ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଆରମ୍ଭ କରିଛି ମୋ ସ୍କୁଟି ଯୋଜନା । ବିନା ସୁଧ ଏବଂ ସହଜ କିସ୍ତିରେ…

ପରଲୋକରେ ବିଶିଷ୍ଟ ଲେଖିକା ତଥା ସାମ୍ବାଦିକା ଗୀତା ମେହଟ୍ଟା

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ବିଶିଷ୍ଟ ଲେଖିକା, ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାତା ତଥା ସାମ୍ବାଦିକା ଗୀତା ମେହେଟ୍ଟାଙ୍କ ଦିଲ୍ଲୀରେ…

ଦେବଶିଳ୍ପୀଙ୍କ ଆଗମନକୁ ନେଇ ଚଳଚଞ୍ଚଳ ବନ୍ଦର ନଗରୀ

ଦେବଶିଳ୍ପୀଙ୍କ ଆଗମନକୁ ନେଇ ସଜେଇ ହେଉଛି ବନ୍ଦର ନଗରୀ ପାରାଦୀପ । ୩ ବର୍ଷ ଧରି କୋଭିଡ କଟକଣା ପାଇଁ ବନ୍ଦ…

ଗୁହାଳ ଘରେ ନିଆଁ, ଗାଈ ଓ ବାଛୁରୀ ଜୀବନ୍ତ ଦଗ୍ଧ

ଗୁହାଳ ଘରେ ନିଆଁ ଲାଗି ଗାଈ ଓ ବାଛୁରୀର ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା…

ବାଇକ ପିକଅପ ମୁହାଁ-ମୁହିଁ, ଜଣେ ମୃତ

ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଚିଟିଙ୍ଗ ଘାଟି ନିକଟସ୍ଥ ବୁଲାଣି ରାସ୍ତା ରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି।…

୩ ଦଫା ଦାବି ନେଇ ଶିକ୍ଷକଙ୍କ, ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ନୂଆଗାଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩…